Wednesday, November 11, 2026
Home ଆଞ୍ଚଳିକ ଲେହ ରେ ଭୂକମ୍ପ ଝଟକା

ଲେହ ରେ ଭୂକମ୍ପ ଝଟକା

5

୨୮/୦୬/୨୧ (ଜିଲ୍ଲା ଖବର) :  ସକାଳୁ ସକାଳୁ ଲେହରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ରହିଛି 4.6 ମ୍ୟାଗ୍ନିଟ୍ୟୁଡ । ଏନେଇ ନ୍ୟାନସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା । ତେବେ  କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।