
ଶେରଗଡ,୨୭/୬(ଜିଲ୍ଲା ଖବର) : ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସଚିବ ଆର ଭିନୀଲ କ୍ରିଷ୍ଣା ଙ୍କ ଶେରଗଡ଼ ବ୍ଲକ ଗ୍ରସ୍ତ ର 24ଘଣ୍ଟା ମଧ୍ୟରେ ତତ୍ପରତା ଦେଖାଯାଇଛି | ଯାହାକି ଦୀର୍ଘ ଦିନ ହେଲା କରୋନା କଟକଣା ହେତୁ ସମିତି ବୈଠକ ହାଇନଥିଲା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ସଚିବଙ୍କୁ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ କରିବାକୁ ବୈଠକ ହବା ସହ ଶେରଗଡ଼ ବ୍ଲକ ବିକାଶ ର ଆଉ ଜଣେ ବିନ୍ଧାଣୀ ବା ବିଶ୍ଵକର୍ମା ଆସିଷ୍ଟାଣ୍ଟ ଇଞ୍ଜିନିଅର ଶ୍ରୀ ମହେନ୍ଦ୍ର କୁମାର ଷଢଙ୍ଗୀ ଙ୍କ ଅବସର କାଳୀନ ସଭାରେ ଶେରଗଡ଼ ବ୍ଲକ ରୁ କିଛି ଦିନତଳେ ସିନିୟର ପ୍ରମୋସନ ପାଇ ପୋଲସରା ଯାଇଥିବା ବିଡ଼ିଓ ଶ୍ରୀ ସୁରଞ୍ଜନ ସାହୁ, ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ସାରସ ସ୍ୱାଇଁ, ବିଡ଼ିଓ ଶ୍ରୀ ଶମ୍ଭୁନାଥ ନନ୍ଦୀ, ତହସିଲଦାର, dr ଦୟାସିନ୍ଧୁ ପରିଡା, ଆଇ ଆଇ ସି ମମତା ସାମନ୍ତରାୟ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ, ସମେତ ବ୍ଲକର ସମସ୍ତ ସମିତି ମେମ୍ବର ଏବଂ ବରିଷ୍ଠ ନେତା ମାନେ ଉପସ୍ଥିତ ରହି ବିଡ଼ିଓ ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର କୁ ବିଦାୟ ଦେଇଥିଲେ |
ରିପୋର୍ଟ, ଅଖିଲ କୁମାର ପଟ୍ଟନାୟକ



