
ବାଲିଗୁଡା,୨୭/୬ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲଗୁଡା ପଞ୍ଚାୟତ ର ଏକ ଛୋଟୋ ଗାଁ ଟକେରିଗୁଡା ରେ ଶକୁନ୍ତଳା ର ଘର । ସେ ଏକ ଛୋଟିଆ ଗାଁ ରୁ ଯାଇ ପ୍ରାଣୀ ବିଜ୍ଞାନ ଯୁଲୋଜି ସ୍ନାତକତୋର ରେ ସ୍ଵର୍ଣ ପଦକ ହାସଲ କରିଛି ଆଦିବାସୀ ଝିଅ ଶକୁନ୍ତଳା କହଁର । ଆଉ ଉଦାହରଣ ସାଗିଛି କନ୍ଧମାଳ ପାଇଁ । ଆଜି କିମି ସି ବିଶ୍ୱବିଦ୍ୟାଳୟ ର ସମାବର୍ତନ ଉତ୍ସବ ରେ ସ୍ଵର୍ଣ ପଦକ ପାଇଥିବା ଶକୁନ୍ତଳା ର ନାମ ଘୋଷଣା କରଯାଇଥିଲା । ଏହି ସ୍ଵର୍ଣ ପଦକ ପାଇଁ ସମସ୍ତ ଶ୍ରେୟ ତାର ବାପା ମା ଓ କିମିସି ର ପ୍ରତିଷ୍ଠାତI ଡାଃ॰ଅଚ୍ୟୁତ ସାମନ୍ତ ଙ୍କୁ ଦେଇଛି । ବର୍ତମାନ କନ୍ଧମାଳ ର ଗର୍ବ ଓ ଗୌରବ ପାଲଟିଛି ଶକୁନ୍ତଳା ଓ ତା ପରି ଅନେକ ଆଦିବାସୀ ଝିଅ ଙ୍କ ପାଇଁ ଉଦାହରଣ ପାଲଟିଛି ।
ରିପୋର୍ଟ, ସୁକାନ୍ତ କୁମାର ତ୍ରୀପାଠୀ



