Home ଆଞ୍ଚଳିକ ବ୍ରୋଞ୍ଜ ଜିତିଲେ ଅମୀୟ, ନିରାଶ କଲେ ଦୂତି ଚାନ୍ଦ

ବ୍ରୋଞ୍ଜ ଜିତିଲେ ଅମୀୟ, ନିରାଶ କଲେ ଦୂତି ଚାନ୍ଦ

16

୨୭/୦୬/୨୧ (ଜିଲ୍ଲା ଖବର) : ବ୍ରୋଞ୍ଜ ଜିତିଲେ ଅମୀୟ, ନିରାଶ କଲେ ଦୂତି ଚାନ୍ଦ । ପଟିଆଲାରେ ଖେଳାଯାଉଥିବା ୬୦ ତମ ନେସନାଲ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିଲେ ଅମୀୟ ମଲ୍ଲିକ ।

୧୦୦ ମିଟରକୁ ୧୦.୪୯ ସେକେଣ୍ଡରେ ସମାପ୍ତ କରି ବ୍ରୋଞ୍ଜ ଜିତିଛନ୍ତି ଅମୀୟ ମଲ୍ଲିକ । ସେପଟେ ନିରାଶ କରିଛନ୍ତି ଧାବିକା ଦୂତି ଚାନ୍ଦ । ୪ ନମ୍ବରରେ ଫିନିସ କଲେ ୧୦୦ ମିଟର ଇଭେଣ୍ଟ । ୧୧.୬୨ ସେକେଣ୍ଡରେ ଫିନିସ କରିଛନ୍ତି ଦୂତି ।