
ଚନ୍ଦ୍ରପୁର,୨୬/୬(ଜିଲ୍ଲା ଖବର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ D/8 ବାଟାଲିୟନ ସିଆପିଏଫ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ସିଆରପିଏଫ କମାଣ୍ଡେଣ୍ଡ ଶ୍ରୀ N k singh ଙ୍କ ନିର୍ଦେଶ କ୍ରମେ D/8 ବାଟାଲିୟନ ସିଆରପିଫ କମ୍ପାନୀର ଇନିସ୍ପେକ୍ଟର ଶ୍ରୀ M k tibari ଙ୍କ ନେତୃତ୍ୱରେ ସିଆରପିଏଫ ଯବାନ ମାନଙ୍କ ଙ୍କ ଦୋରା ସ୍କୁଲ ପରିସରକୁ ବିଭିନ୍ନ ପ୍ରକାର ଗଛ ଯଥା ଆମ୍ବ, ଅ ଅଳା, କାଜୁ ଓ ବିଭିନ୍ନ ଫୁଲ ଗଛ ଲଗେଇ ଥିଲେ l ଓ ଆଗାମୀ ଦିନରେ ଚନ୍ଦ୍ରପୁର ପଞ୍ଚାୟତ ର ବିଭିନ୍ନ ସ୍କୁଲ ଗୁଡିକରେ ଗଛ ଲଗାଇବା ନିମନ୍ତେ ଚନ୍ଦ୍ରପୁର D /8 ବାଟାଲିଅନ ସିଆରପିଏଫ ଇନିସସ୍ପେକ୍ଟର ଶ୍ରୀ ତିବାରି କହିଛନ୍ତି l
ରିପୋର୍ଟ, କୈଳାସ ମାଲବିଶୋୟୀ ।





