Friday, November 13, 2026
Home ଆଞ୍ଚଳିକ ଆଜି ଅଯୋଧ୍ୟାର ବିକାଶ ଉପରେ ମୋଦିଙ୍କ ସମୀକ୍ଷା ବୈଠକ

ଆଜି ଅଯୋଧ୍ୟାର ବିକାଶ ଉପରେ ମୋଦିଙ୍କ ସମୀକ୍ଷା ବୈଠକ

17

ନୂଆଦିଲ୍ଲୀ, ୨୬/୦୬/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ 11 ଟାରେ ଅଯୋଧ୍ୟାର ବିକାଶ କାର୍ଯ୍ୟର ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି। ତେବେ ଏହି ବୈଠକ ଭର୍ଚୁଆଲ୍ ମାଧ୍ୟମରେ କରାଯଯିବ।

ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ ଦିନେଶ ଶର୍ମା ଉପସ୍ଥିତ ରହିବେ ।

ଏହି ବୈଠକରେରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଅଯୋଧ୍ୟାର ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରାଯିବ। ବୈଠକରେ ଏକାଧିକ ଅଧିକାରୀ ଓ ନେତା ମଧ୍ୟ ଉପସ୍ଥିତ ରହିବେ । ତେଣୁ ଏହି ବୈଠକର ଗୁରୁତ୍ୱ ରହୁଛି ।