Thursday, November 12, 2026
Home ଆଞ୍ଚଳିକ ସିଲ୍ ହେଲା ୟୁନିଟ୍ 1 ହାଟ

ସିଲ୍ ହେଲା ୟୁନିଟ୍ 1 ହାଟ

29

ଭୁବନେଶ୍ୱର,୨୫/୦୬/୨୧ (ଜିଲ୍ଲା ଖବର) :   ୟୁନିଟ୍ 1 ହାଟ ଆଗାମୀ ଜୁଲାଇ 1 ତାରିଖ ପର୍ଯ୍ୟନ୍ତ ସିଲ୍ । ହୋଲସେଲ୍ ଓ ରିଟେଲ୍ ମାର୍କେଟ କୁ ବନ୍ଦ କଲା ବିଏମସି । କେଭିଡ ନିୟମ ଉଲଂଘନ ପାଇଁ ସିଲ ହେଲା ମାର୍କେଟ ।