
ଚନ୍ଦ୍ରପୁର ୨୪/୬(ଜିଲ୍ଲା ଖବର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର D/8 ବାଟାଲିଅନ ଜବାନ ମାନେ କରୁନା ଦ୍ୱିତୀୟ ଲହରୀରେ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି I D/ 8 ବାଟାଲିୟନ CRPFର କମାଣ୍ଡେଣ୍ଡଶ୍ରୀ N. K. SINGH ଙ୍କ ନିର୍ଦ୍ଦେଶ କ୍ରମେ D/8 ବାଟାଲୀୟମ CRPF କମ୍ପାନୀ ଇନିସ ଷ୍ପେକ୍ଟର ଶ୍ରୀ M K ତିବାରି ଙ୍କ ନେତୃତ୍ୱରେ ଯବାନଙ୍କ ଦ୍ବାରା ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ଅଧୀନ ଅଞ୍ଚଳର କିଛି ଗ୍ରାମ ତଥା ଦାରାଗାଡା, ବେଲାମାଗୁଡା, ଟାଙ୍ଗଡ଼ା ପାଙ୍ଗା, ଖଜୁରୀପଦା ଓ ତଗାଆପାଙ୍କାଳ ଠାରେ ତାଲାବନ୍ଦ ଯୋଗୁଁ ବହୁ ଅସୁବିଧା ର ସମ୍ମୁଖୀନ ଏହି ଗରିବ ପରିବାରର ପ୍ରାୟ 200 ସହ ରୁ ଉଦ୍ଧ ଲୋକମାନଙ୍କୁ ଅତି ଆବଶ୍ୟକୀୟ ସାମଗ୍ରୀ ଚାଉଳ, ଆଳୁ, ଡାଲି, ପିଆଜ, ତେଲ, ଚୁଡା, ବିସ୍କୁଟ, ଚିନି, ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ ବଣ୍ଟନ କରାଯାଇଥିଲା I D/8 ବାଟାଲିଅନ ସିଆରପିଏଫ ଯବାନ ମାନଙ୍କର ଏହିଭଳି ମହତ କାର୍ଯ୍ୟକୁ ଭିବିନ୍ନ ମହଲରେ ପ୍ରଶଂସା କରାଯାଇଛି I ଗ୍ରାମ ବାସୀମାନେ ଯବାନ ମାନକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି I
ରିପୋର୍ଟ ,କୈଳାସ ମାଲବିଶୋୟୀ ।



