
୨୩/୦୬/୨୧ (ଜିଲ୍ଲା ଖବର) : ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇଂନିସରେ ୨୪୯ ରନରେ ଅଲଆଉଟ ହୋଇଛି। ପ୍ରଥମ ଇଂନିସରେ ଦଳ ଭାରତଠୁ ୩୨ ରନରେ ଅଗ୍ରଣୀ ଲାଭ କରିଛି। ଦଳ ପକ୍ଷରୁ କେନ ୱିଲିୟମସନ ସର୍ବାଧିକ ୪୪ ରନ କରିଛନ୍ତି। ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି, ଇଶାନ୍ତ ଶର୍ମା ୩ଟି, ଅଶ୍ଵିନୀଙ୍କୁ ୨ଟି ଉଇକେଟ ନେଇଥିବା ବେଳେ ଜାଡେଜାଙ୍କୁ ଗୋଟିଏ ୱିକେଟ ମିଳିଛି। ଭାରତ ପ୍ରଥମ ଇଂନିସରେ ୨୧୭ ରନରେ ଅଲଆଉଟ ହୋଇଛି।
ଆଜି ପଞ୍ଚମ ଦିନ ଥିବା ବେଳେ କାଲି ରିଜର୍ଭ ଡେରେ ଖେଳ ହେବ। ତେବେ ଏହି ମ୍ୟାଚ ଡ୍ର ହେବାର ଅଧିକ ସମ୍ଭାବନା ରହିଛି ।



