
୨୩/୦୬/୨୧ (ଜିଲ୍ଲା ଖବର) : ପାକିସ୍ତାନ ଓ ଚୀନକୁ ନେଇ ଆସିଲା ସିଡିଏସ ବିପିନ ରାୱତଙ୍କ ବଡ଼ ବୟାନ । ସେ କହିଛନ୍ତି ଯେ ଭାରତୀୟ ସେନା ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ । ଏଥିସହିତ ଚୀନରେ ସେନାକୁ ଟ୍ରେନିଂର ଆବଶ୍ୟକତା ରହିଛି। ଭାରତ ଶାନ୍ତି ଚାହେଁ, ପାକିସ୍ତାନକୁ ନିଷ୍ପତ୍ତି ନେବାକୁ ପଡିବ । ପାକ୍ ଅଧିକ ଅସ୍ତ୍ରବରତି ଉଲଘଂନ କରୁଛି । ଏଥିପାଇଁ ଭାରତୀୟ ସେନା ପୁରାପୁରି ପ୍ରସ୍ତୁତ ରହିଛି । ପାକ୍ ହେଉ ଅବା ଚୀନ, ଦୁଇ ଫ୍ରଣ୍ଟ ପାଇଁ ସେନା ପ୍ରସ୍ତୁତ ଥିବା କହିଛନ୍ତି ସିଡିଏସ ବିପିନ ରାୱତ।


