Saturday, November 14, 2026
Home ଆଞ୍ଚଳିକ ବ୍ରହ୍ମପୁର ଗିରିରୋଡ ଭ୍ୟାକ୍ସିନ କେନ୍ଦ୍ରରେ ଉତ୍ତେଜନା, ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ

ବ୍ରହ୍ମପୁର ଗିରିରୋଡ ଭ୍ୟାକ୍ସିନ କେନ୍ଦ୍ରରେ ଉତ୍ତେଜନା, ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ

7

ବ୍ରହ୍ମପୁର, ୨୨/୦୬/୨୧ (ଜିଲ୍ଲା ଖବର) : ବ୍ରହ୍ମପୁରରେ ଟିକାକୁ ନେଇ ଉତ୍ତେଜନା । ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏପର୍ଯ୍ୟନ୍ତ କେନ୍ଦ୍ର ଦେଇଛି ୮୫ ପ୍ରତିଶତ ଭ୍ୟାକ୍ସିନ। ରାଜ୍ୟର ମାତ୍ର ୧୫ ପ୍ରତିଶତ ଭାଗ ରହିଛି। ସେପଟେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନଥିବା ନେଇ ତାତିଛନ୍ତି ବିଜେପି କର୍ମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟ ଜାରି ରହିଛି।