Wednesday, October 14, 2026
Home ଅପରାଧ ଗୋରୁଭର୍ତ୍ତି କଣ୍ଟେନର ଜବତ , ଜଣେ ଗିରଫ

ଗୋରୁଭର୍ତ୍ତି କଣ୍ଟେନର ଜବତ , ଜଣେ ଗିରଫ

6

ଖୋର୍ଦ୍ଧା, ୨୨/୦୬/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧାରୁ ଗୋରୁଭର୍ତ୍ତି କଣ୍ଟେନର ଜବତ ହୋଇଛି । ୨୦ରୁ ଅଧିକ ଗାଈ ଉଦ୍ଧାର କରାଯିବା ସହ ଜଣକୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବେଗୁନିଆ ପୋଲିସ ଚଟୁଆ ନିକଟରେ ଚଢ଼ାଉ କରିଥିଲା ।

ଗୋରୁଙ୍କୁ କଲିକତା ଚାଲାଣ ହେଉଥିବା ଖବର ପାଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଲକଡାଉନ୍- ସଟଡାଉନରେ ଗୋ ଚାଲାଣକାରୀ ଦଲାଲ ସକ୍ରିୟ ରହିଛନ୍ତି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।