Monday, November 16, 2026
Home ଆଞ୍ଚଳିକ କମୁଛି କରୋନା, ରାଜ୍ୟରେ ଚିହ୍ନଟ ହେଲେ ୨୯୫୭ ଆକ୍ରାନ୍ତ

କମୁଛି କରୋନା, ରାଜ୍ୟରେ ଚିହ୍ନଟ ହେଲେ ୨୯୫୭ ଆକ୍ରାନ୍ତ

15

ଭୁବନେଶ୍ୱର, ୨୨/୦୬/୨୧ (ଜିଲ୍ଲା ଖବର) :  ରାଜ୍ୟରେ ହ୍ରାସ ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ  ଚିହ୍ନଟ ହେଲେ ୨୯୫୭ ଜଣ କରୋନା ସଂକ୍ରମିତ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୯୮ କ୍ଵାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ ୧୨୫୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।