
ଜଟଣୀ,୨୧/୬(ଜିଲ୍ଲା ଖବର) : ଜଟଣୀର ମିଶନ୍ ସ୍କୁଲ୍
ଆନ୍ତର୍ଜାତିକ ଯୋଗଦିବସ ଆୟୋଜିତ ହୋଇଥିଲା । ଯୋଗ ଅଭ୍ୟାସ ମାଧ୍ୟମରେ ସମସ୍ତଙ୍କୁ ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ଭାବରେ ସୁସ୍ଥ ରଖିବା ଲକ୍ଷ୍ୟରେ ପ୍ରତିବର୍ଷ 21 ଜୁନ୍ ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଏ |
“ଯୋଗ” ହେଉଛି ଏକ ଆଧ୍ୟାତ୍ମିକ ବ୍ୟାୟାମ ଯାହା ଶରୀର, ମନ ଏବଂ ଆତ୍ମାକୁ ସଂଯୋଗ କରେ | ଯୋଗ ହେଉଛି ଏକ ଔଷଧ ଯାହାକି ବିଶ୍ଵର ଯେକୌଣସି ରୋଗକୁ ଭଲ କରିପାରେ, ଏହି ଉଦ୍ଦେଶ୍ୟ ସହିତ ମିଶନ୍ ସ୍କୁଲ୍
ଦ୍ୱାରା “ଆନ୍ତର୍ଜାତୀୟ ଯୋଗ ଦିବସ” ପାଳନ କରାଯାଇଥିଲା I ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଭର୍ଚୁଆଲ ମୋଡରେ ଏହି ଯୋଗଦିବସ ଆୟୋଜିତ ହୋଇଥିବା ବେଳେ ଏଥିରେ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ।


