Sunday, November 15, 2026
Home ଆଞ୍ଚଳିକ ପିକଅପ୍ ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍, ଜଣେ ମୃତ

ପିକଅପ୍ ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍, ଜଣେ ମୃତ

13

ରାୟଗଡା, ୨୦/୦୬/୨୧ (ଜିଲ୍ଲା ଖବର) : ପିକଅପ୍ ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍ । ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଞ୍ଚଡାଗୁଡାରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବରପାଇ ବିଷମକଟକ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।

ସୂଚନାନୁସାରେ, ପିକଅପ୍ ଭ୍ୟାନଟି ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିବା ସମୟରେ ସାମ୍ନା ପଟୁ ଟ୍ରକ ଆସି ଦୁର୍ଘଟଣା ହୋଇଥିଲା ।