
ଭୁବନେଶ୍ୱର,୨୦/୦୬/୨୧ (ଜିଲ୍ଲା ଖବର) : ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୫୯୦ କୁ ବୃଦ୍ଧି ପାଇଛି। ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ କାହିଁକି ଲାଗୁନି ତାକୁ ନେଇ ପ୍ରଶ୍ନ ଉଠୁଛି।
ସୂଚନାନୁସାରେ, ଆଜି ରାଜ୍ୟରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


