Sunday, November 15, 2026
Home ଆଞ୍ଚଳିକ ୨୪ ଘଂଟାରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ

୨୪ ଘଂଟାରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ

15

ଭୁବନେଶ୍ୱର,୨୦/୦୬/୨୧ (ଜିଲ୍ଲା ଖବର) : ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 2039 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 1538। ତେବେ ରାଜ୍ୟରେ ସଂକ୍ରମଣ କୁମଥିବାବେଳେ କେବେ ୩ ହଜାର ତଳକୁ କସିବ ସଂକ୍ରମଣ ତାକୁ ନେଇ ଚିନ୍ତା।