Wednesday, November 11, 2026
Home ଆଞ୍ଚଳିକ ଓଡିଶା ମୋ ପରିବାର ରକ୍ତଦାନ ଶିବିର

ଓଡିଶା ମୋ ପରିବାର ରକ୍ତଦାନ ଶିବିର

66

ଶେରଗଡ,୧୬/୬(ଅଖିଳ କୁମାର ପଟ୍ଟନାୟକ) : ଆଜି ଶେରଗଡ଼ ବ୍ଲକ ଅନ୍ତର୍ଗତ କେ କାରଡ଼ାକଣା ଗ୍ରାମରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଶେରଗଡ଼ ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରଡ଼ାକଣାର ଗଉଡ଼ମଣି ତଥା ଶେରଗଡ଼ ବ୍ଲକ ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ଶ୍ରୀ କାଳୁଚରଣ ଚୌଧୁରୀଙ୍କ ସୃତିରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଶେରଗଡ଼ ଯୁବ ବିଜେଡ଼ି ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ବ୍ଲକ ବିଡ଼ିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ଡ଼ଃ ଦୟାସିନ୍ଧୁ ପରିଡ଼ା, ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ସୁଭାଷ ମହାରଣା, ରାଜ୍ୟ ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାସ ରଣା,ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ଆସିକା ଲୋକସଭା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ନୀଳମଣି ପଟ୍ଟନାୟକ, ବରିଷ୍ଠ ନେତା ହୀନ ବେହେରା, ହୃଷିକେଶ ପାଢ଼ୀ, ଦିଗାମ୍ବର ନାହାକ, ସମୀର ପ୍ରଧାନ, ଚିତ୍ତରଞ୍ଜନ ପାଣିଗ୍ରାହୀ,ଉଦୟାନାଥ ପ୍ରଦାନ, ମେଘନାଦ ଦାସ, କାରଡ଼ାକଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ରନାଥ ପ୍ରଧାନ,ବରିଷ୍ଠ ସମାଜସେବୀ ଲଡୁକିଶୋର ପ୍ରଧାନ, କରଡ଼ାକଣା ଯୁବକ ସଙ୍ଘ ସଭାପତି ଅରୁଣ କୁମାର ପ୍ରଧାନ, କାରଡ଼ାକଣା ବିଜୁପ୍ରେମୀ ଜଗନ୍ନାଥ ଗୌଡ଼, ଲିପୁ ମଳିକ, ଯୁବନେତା ଦିବାକର ପଟ୍ଟନାୟକ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ସତ୍ୟନାରାୟଣ ପଟ୍ଟନାୟକ, ନାରାୟଣ ଗୌଡ଼, ବିପ୍ଳବ ସେଠୀ, ସୁଧୀର ପାତ୍ର, ପ୍ରସାଦ ସାହୁ, ଚିଣ୍ଟୁ ଭୂୟାଁ, ତୋଫାନ ସେଠୀ, ସୀମାଞ୍ଚଳ ମଳିକ, ଗୌତମ ବେହେରାନ୍କ ସମେତ ଶେରଗଡ଼ ବିଜୁ ଜନତା ଦଳର ବହୁ କର୍ମୀଙ୍କ ସହ ଗ୍ରାମର ବହୁ ଯୁବକମାନେ ସାହାଯ୍ୟ ସହଯୋଗ କରିଥିଲେ।