Sunday, November 15, 2026
Home ଆଞ୍ଚଳିକ ଚନ୍ଦ୍ରପୁର ତହସିଲ କାର୍ଯ୍ୟାଳୟ ଠାରେ ନୂତନ ତହସିଲଦାର ଙ୍କ ଯୋଗ ଦାନ

ଚନ୍ଦ୍ରପୁର ତହସିଲ କାର୍ଯ୍ୟାଳୟ ଠାରେ ନୂତନ ତହସିଲଦାର ଙ୍କ ଯୋଗ ଦାନ

202

ଚନ୍ଦ୍ରପୁର,୧୬/୬(କୈଳାସ ମାଲବିଶୋୟୀ) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ତହସିଲ ଠାରେ ନୂତନ ତହସିଲଦାର ଶ୍ରୀ ଚିନ୍ମୟ ଦାସ ଯୋଗ ଦେଇଛନ୍ତି l ଏବଂ ସେ ପ୍ରଥମ କରି ଚନ୍ଦ୍ରପୁର ତହସିଲଦାର ଭlବେଯୋଗଦେଇ ଚନ୍ଦ୍ରପୁର ଅଞ୍ଚଳ ବିଷୟରେ ତହସିଲ ମୁଖ୍ୟ କିରାଣୀ ଶ୍ରୀ ବିଶ୍ୱନାଥ ଶବର ଙ୍କୁ ଅଞ୍ଚଳ ବିଷୟରେ ପଚାରିବୁଝିଥିଲେ l