Wednesday, November 11, 2026
Home ଆଞ୍ଚଳିକ ଗୁଣୁପୁର ରେ ଶୀତଳ ଷଷ୍ଠି

ଗୁଣୁପୁର ରେ ଶୀତଳ ଷଷ୍ଠି

33

ରାୟଗଡା,୧୬/୬(ଜିଲ୍ଲା ଖବର) : ଗୁଣୁପୁର ରେ କଟକଣା ଭିତରେ ଦେବ ଦମ୍ପତି ଙ୍କ ବିଭାହ ସମ୍ପ୍ରଣ ହୋଇଛି।ଶ୍ରୀ ଉମା ରାମ ଲିଙ୍ଗେସ୍ପର ମନ୍ଦିର ବେଢା ରେ ଚନ୍ଦ୍ରଶେଖର ଏବଂ ଦୃଗାଙ୍କର କଲ୍ୟାଣ ମୋହଛଵ ପାଳନ ହୋଇଛି। ସକାଳ ୬ ଘଂଟିକା ସମୟରେ ମଙ୍ଗଳ ସ୍ନାନ ୮ ଟା ବୋରାଗମୋନ୧୧ ସମୟରେ ବିବାହୋସମ୍ପ୍ରଣ ନୀତି ହୋଇଛି। ସମ୍ପୂର୍ଣ ବୈଦିକ ରୀତି ନୀତି ଅନୁସାରେ ନିରାଡ଼ମ୍ବର ବିବାହ ଏବଂ ପାଣି ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି ଏଥିରେ ବୋରପିତା ପ୍ରସାଦ ମହାନ୍ତି ତାଙ୍କ ପତ୍ନୀ ବରଙ୍କ ମାତା ପିତା ରୂପେ ବସିଥିଲେ ସେହିଭଳି କନ୍ୟା ପିତା ମାତା ରୂପେ ଗୁପ୍ତପ୍ରସାଦ ପାଣିଗ୍ରାହୀତାଙ୍କ ପତ୍ନୀ ବସିଥିଲେ। ପୁରହିତ ବ୍ରହ୍ମା ଶ୍ରୀ ଗୁପେସ୍ପୋର ରଥ ଶର୍ମା ମନ୍ଦ୍ରିରର ମୁଖ୍ୟ ପୂଜକ ନିରଂଜନ ପ୍ରଧାନୀ ନାରାୟଣ ମହାପାତ୍ର ଏବଂ ସୁରେଶ ପ୍ରଧାନୀ ପରିଚାଳନା କରିଥିଲେ।ମହାମାରୀ କରୁଣା ଜୋଙ୍ଗୁ ପୂଜା ପର୍ବ ଯାତ୍ରା ଏସବୁ ଉପରେ ରୋକ ଲାଗିଛି ଏସବୁ ଭିତରେ ବିଧାନ ପାଇଁ କରାଯାଇଛି ଦେବ ଦେବ ମହାଦେବ ଶୀତଳ ସୋଷ୍ଟି ଯାତ୍ରାଏହି ବର୍ଷ ମଧ୍ୟ ଆଡମ୍ବରେ ପାଳନ ହୋଇଥାନ୍ତା ଏହି ବାହାଘର ଦେଖିବାଲାଗି ବୋହୁ ଜନସମାଗମୋ ହୋଇଥାଏ। ସହ ସହ ପୁରୁଣା ଏହି ସସ୍କୃତି ପରମ୍ପରାକୁ ପ୍ରଥମଥର ଲାଗି ଗତବର୍ଷ ବିଧି ରକ୍ଷା ଲାଗି କରାଯାଇ ଥିଲା ହେଲେ ଶୀତଳ ସାଟି ଯାତ୍ରା ଅନ୍ତିମ ପର୍ବ ଯୁଗଳ ମୂର୍ତ୍ତ ସଭାଯାତ୍ରାପାଇଁ ପ୍ରଶାସନିକ ଅନୁମତି ମିଳିନାହିଁ ବିଧି ପୂରଣ ଲାଗି ବିଭାହ ନୀତି ସରିଛି। କୋବିଡ଼ ନିୟମକୁମାନି ସାମାଜିକ ଦୂରତା ରଖି ବିଭାହୋ କାର୍ଯ୍ୟ କରାଯାଇଛି।

ରିପୋର୍ଟ, ରାମନାଥ ମହାନ୍ତି ।