Wednesday, October 14, 2026
Home ଆଞ୍ଚଳିକ ବାଲିଗୁଡା ବିରୁପାକ୍ଷ ମନ୍ଦିରରେ ଶୀତଳଷଷ୍ଠି ପାଳିତ

ବାଲିଗୁଡା ବିରୁପାକ୍ଷ ମନ୍ଦିରରେ ଶୀତଳଷଷ୍ଠି ପାଳିତ

24

ବାଲିଗୁଡ଼ା,୧୬/୬ { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ବିରୁପାକ୍ଷ ମନ୍ଦିରରେ ପ୍ରତ୍ୟକ ବର୍ଷ ଭଳି ଏବର୍ଷ ମଧ୍ୟ ଗତକାଲି ଶୀତଳଷଷ୍ଠି ଯାତ୍ରା ପାଳିତ ହୋଇଯାଇଛି । କିନ୍ତୁ ଅନ୍ୟ ବର୍ଷ ଭଳି ଏ ବର୍ଷ କୋଭିତ କଟକଣା ପାଇଁ ଯାକ ଜମକରେ ହୋଇ ପାରିନଥିଲା। ଏବଂ ପୂଜା ରେ ମାତ୍ର 15 ଜଣ ଯୋଗଦାନ କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ଜଣାପଡିଛି। ଏଥିରେ ବର ପିତା ଭାବେ ସଚିତାନନ୍ଦ ପାତ୍ର ଓ କନ୍ୟା ପିତା ଭାବେ ପ୍ରମୋଦ କୁମାର ସାହୁ ଏବଂ 2 ଜଣ ପୁରହିତ ସହିତ କିଛି କମିଟି ସଦସ୍ୟ ଯୋଗ ଦେବା ସହ କାଳୀ ମନ୍ଦିର ର ପୂଜକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ କୋଭିତ ର ନିୟମା ବଳୀ ମାନି ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା।