
ହିଞ୍ଜିଳିକାଟୁ,୧୩/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ମକରଝୋଳ ପଂଚାୟତ ର ଵଲରମପୁରୁ ଗ୍ରାମ ର ଖଜୁରିୟା ବନ୍ଦ ର ମୁଣ୍ଡ ଖପୁରୀ ଓ ହାଡ଼ ପଢିଥିବାର ଦେଖିବାକୁ ମିଳିଥିଲା ଖବର ପାଇ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ଘଟଣା ସ୍ଥଳରେ ପହଁଚି ପଡ଼ିଥିବା ଖପୁରି ଓ ହାଡ଼ କୁ ଜବତ କରି 5/21ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଫୋରୱିନସି କୁ ପଠାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ଖବର ମିଳିଛି ଏହାର ସତ୍ୟ ତା ଗୋପନ ଥିବାର ଖବର ମିଳିଛି
ରଜନୀକାନ୍ତ ପାତ୍ର ହିଂଜିଳି କାଟୁ


