
ବାଲିଗୁଡା,୧୨/୬{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ଚକାପାଦ ଗ୍ରାମ ପଂଚାୟତର ରାଣାଗାଁରେ ଗତକାଲି ରାତ୍ର ସାପ କାମୁଡାରେ ନାବାଳକ ଜଣକର ମୃତ୍ୟୁ ହୋଇଛି | ମୃତ ନାବାଳକ ନାମ ଆଜାଦ ଗଣ୍ଡା ତାଙ୍କର ବୟସ 8 ବର୍ଷ ବୋଲି ଜଣା ପଡିଛି | ବାପାଙ୍କ ନାମ ସୁମନ ଗଣ୍ଡା, ବାପା କେରଳରେ ଦାଦନ ବୋଲି ଜଣାପଡି ଏହି ଦୁଃଖଦ ଘଟଣାରେ ରାଣାଗାଁରେ ଶୋକର ଛାୟା ଖେଳିଯାଇଛି l



