Saturday, November 14, 2026
Home ଆଞ୍ଚଳିକ ଶେରଗଡ ଆଇ ସି ଡି ଏସ ରେ ଅଂଗନବାଡିର ୬ସେବା ସହ କରୋନା ବିରୋଧରେ ସଂଗ୍ରାମ

ଶେରଗଡ ଆଇ ସି ଡି ଏସ ରେ ଅଂଗନବାଡିର ୬ସେବା ସହ କରୋନା ବିରୋଧରେ ସଂଗ୍ରାମ

15

ଶେରଗଡ,୧୧/୬(ଅଖିଳ କୁମାର ପଟ୍ଟନାୟକ) : ଶେରଗଡ ବ୍ଳକ ଆଇସିଡିଏସ କୁ ସିଡିପିଓ ଗୀତାଜଂଳୀ ରାଉଳ ବଦଳି ହୋଇ ଆସିବା ପରଠାରୁ ଅଂଗନବାଡିର ୬ଟିସେବାତଥା ପରିପୂରକ ଖାଦ୍ଯ ବିତରଣ,ପ୍ରତିଶେଧକ ଟୀକାକରଣ,ସ୍ୱାସ୍ଥ୍ୟ ଶିକ୍ଷାପରାମର୍ଶ,ଆଣଅନୁଷ୍ଠାନିକ ଶିକ୍ଷାଦାନ(ପ୍ରାକବିଦ୍ଯାଳୟ),ଗ୍ରାମ୍ଯ ସ୍ୱାସ୍ଥ୍ୟ ଓ ପୃଷ୍ଟି ସଚେତନ କାର୍ଯ୍ୟକ୍ରମ ସହ,ବର୍ତ୍ତମାନ କରୋନା ମହାମାରୀରୁ ଜନସାଧାରଣକୁଂ ରକ୍ଷା କରିବା ପାଇଁ ଅଂଗନବାଡି କର୍ମୀମାନେ ଅକ୍ଳାନ୍ତ ଉଦ୍ୟମ କରି ଜନସାଧାଣକଂ ପ୍ରଶଂସା ଭାଜନ ହେଉଥିବା ଜଣାପଡ଼ିଛି ।