Thursday, November 12, 2026
Home ଆଞ୍ଚଳିକ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା  ର ଯାଞ୍ଚ ଶୁଭାରମ୍ଭ  

ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା  ର ଯାଞ୍ଚ ଶୁଭାରମ୍ଭ  

17

ହିଞ୍ଜିଳିକାଟୁ,୯/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ହିଞ୍ଜିଳିକାଟୁ ବ୍ଲକ ସାରୁ ପଂଚାୟତ ର ପୁନରଖଣ୍ଡି ଗ୍ରାମ ରେ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା  ର ଯାଞ୍ଚ ଶୁଭାରମ୍ଭ ସିଡିପିଓ ଶୁଭଶ୍ରୀ ପାତ୍ର ଙ୍କ ତତ୍ଵାଧନରେ  ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ଆଜିର କାଯ୍ୟକ୍ରମ ରେ ବିଡ଼ିଓ ସୁବ୍ରତ କୁମାର ଜେନା ତହସିଲଦାର ପ୍ରଭାତ କୁମାର ପରିଡା ପୌରପରିଷଦ କାଯ୍ୟନିର୍ଭାଇ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ଆଇ ଆଇ ସି ଅଭିମନ୍ୟୁ ଦାଶ ସମେତ ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ କୋରନା ର ଦ୍ଵିତୀୟ ଲହର କମିଆସୁଥିବା ବେଳେ ତୃତୀୟ ଲହର ଶିଶୁ ମାନଙ୍କ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ଥିବାରୁ ଓଡିଶା ସରକାର ଙ୍କ ନିଦେଶ କ୍ରମେ ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ କୁ ଆଖିଆଗରେ ରଖି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କୁ କଡାକଡି ଭାବେ କରୁଛି  ।
ହିଂଜିଳି କାଟୁ ରଜନୀକାନ୍ତ ପାତ୍ର।