Sunday, November 15, 2026
Home ଆଞ୍ଚଳିକ ବାପା ମା ଛେଉଣ୍ଡ ୩ଅନାଥ ଶିଶୁକୁ ଗଞ୍ଜାମ ଜିଲ୍ଲାର ବିଜୁ ଯୁବ ଜନତା ଦଳ...

ବାପା ମା ଛେଉଣ୍ଡ ୩ଅନାଥ ଶିଶୁକୁ ଗଞ୍ଜାମ ଜିଲ୍ଲାର ବିଜୁ ଯୁବ ଜନତା ଦଳ ସଭାପତି ଲକ୍ଷ୍ମଣ ଚୌଧୁରୀ ସହଯୋଗ ଓ ସାହାର୍ଯ୍ୟ ପାଇଁ ପ୍ରତିଶ୍ରୁତି

19

ସାନଖେମୁଣ୍ଡି,୯/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ବ୍ଳୋକ ଅନ୍ତର୍ଗତ ପାଟପୁର ଗ୍ରାମ ର ବାପା,ମା ଛେଉଣ୍ଡ 3 ଅନାଥ ଶିଶୁ ଙ୍କୁ ଆମ ପ୍ରିୟ ଗଞ୍ଜାମ ଜିଲ୍ଳା ବିଜୁ ଯୁବ ଜନତା ଦଳ ସଭାପତି ଲକ୍ଷ୍ମଣ ଚୌଧୁରୀ ରାସନ ସାମଗ୍ରୀ ସହ 5000 ଟଙ୍କା ସହଯୋଗ କରିବା ସହ ଭବିଷ୍ୟତ ରେ ସାହଯ୍ୟ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ସହଯୋଗ ରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ମିଡ଼ିଆ ସଂଯୋଜକ ଗଣେଶ କୁମାର ସାହୁ,ରାଜ୍ୟ ଛାତ୍ର ବିଜେଡ଼ି ସାଧରଣ ସଂପାଦକ ରାମହରି ମହାରଣା,ଯୁବ ନେତା ଅଶୋକ ସାଵତ ,ସନ୍ତୋଷ ବିଶୋୟୀ,ଶିବ ଗୌଡ,ସାଇବ ଜେନା,ବାବୁ ସୁବୁଦ୍ଧି,ପ୍ରଶାନ୍ତ ସ୍ବାଇଁ,ସୁକୁ ଦେଵ ସ୍ବାଇଁ ଏବଂ ଧୋରକୋଟ ଯୁବ ଭାଇ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ, ଅଖିଳ କୁମାର ପଟ୍ଟନାୟକ।