
୦୯/୦୬/୨୧ (ଜିଲ୍ଲା ଖବର) : ଘୋରଇ ମେଡିକାଲ ପାଇଁ ଟିକାର ଦର ଧାର୍ଯ୍ୟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ମୂଲ୍ୟ ଧାର୍ଯ୍ୟ କରାଯାଇଛି ।
କୋଭିଶିଲ୍ଡର ଦାମ 780 ଟଙ୍କା, କୋଭାକ୍ସିନର ଦାମ 1,410 ଟଙ୍କା ଏବଂ ସ୍ପୁଟନିକ ଭି ର ଦାମ୍ 1,145 ଟଙ୍କା ଧାର୍ଯ୍ୟ କରିଯାଇଛି। ଏହି ମୂଲ୍ୟ କେବଳ ଘରୋଇ ଡାକ୍ତରଖାନା ପାଇଁ ଉଦ୍ଧିଷ୍ଟ ।


