ଆଜି ସନ୍ଧ୍ୟା ୬ଟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

6

ଭୁବନେଶ୍ୱର, ୦୯/୦୬/୨୧ (ଜିଲ୍ଲା ଖବର) : ଆଜି ସନ୍ଧ୍ୟା ୬ଟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ । କ୍ୟାବିନେଟ୍ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତବା ଉପରେ ଆଲୋଚନା ହୋଇପାରେ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ଆଜିର ଏହି ବୈଠକ ଉପରେ ସମସ୍ତଙ୍କର ନଜର ରହିଛି।