Saturday, November 14, 2026
Home ଆଞ୍ଚଳିକ ଖସୁଛି ସଂକ୍ରମଣ, ଆଜି ୬୧୧୮ ଚିହ୍ନଟ

ଖସୁଛି ସଂକ୍ରମଣ, ଆଜି ୬୧୧୮ ଚିହ୍ନଟ

16

ଭୁବନେଶ୍ୱର,୦୭/୦୬/୨୧ (ଜିଲ୍ଲା ଖବର) : ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ଆଜି ରାଜ୍ୟରେ ୬୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୯୨୧୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୫୩ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୬୬୫ଜଣ ଲୋକାଲ୍ କେସ୍ ରହିଛନ୍ତି ।