Monday, November 16, 2026
Home ଆଞ୍ଚଳିକ କରୋନା ମୃତ୍ୟୁ ସଂଖ୍ୟାରେ ବ୍ରେକ କେବେ ? ଆଜି ୪୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ

କରୋନା ମୃତ୍ୟୁ ସଂଖ୍ୟାରେ ବ୍ରେକ କେବେ ? ଆଜି ୪୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ

7

ଭୁବନେଶ୍ୱର,୦୭/୦୬/୨୧ (ଜିଲ୍ଲା ଖବର) :  ରାଜ୍ୟରେ କମୁଛି ସଂକ୍ରମଣ, କିନ୍ତୁ ଯାଉଛି ଜୀବନ।ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୩, ୦୩୫ କୁ ବୃଦ୍ଧି ପାଇଛି । ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଯାହା କେଉଁଠି ନା କେଉଁଠି ରାଜ୍ୟବାସୀଙ୍କୁ ଭୟଭୀତ କରୁଛି।

ସୂଚନାନୁସାରେ,ଆଜି ରାଜ୍ୟରେ ୬୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।