Sunday, November 15, 2026
Home ଆଞ୍ଚଳିକ ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ୨୦୨୧

ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ୨୦୨୧

32

ଭୁବନେଶ୍ଵର, ୦୬/୦୬/୨୧ (ଜିଲ୍ଲା ଖବର) : ଆଜି ଜାତୀୟ କ୍ୟାନ୍ସର ସରଭାଇଭର ଦିବସ । ପ୍ରତିବର୍ଷ ଜୁନ ମାସର ପ୍ରଥମ ରବିବାରକୁ ଏହି ଦିବସ ଭାବେ ପାଳନ କରାଯାଏ । କର୍କଟ ରୋଗ ଚିହ୍ନଟ ପରେ ମଧ୍ୟ ଜୀବନର ବାସ୍ତବତା ଥିବା ଦର୍ଶାଇବାକୁ ଏହି ଦିବସ ପାଳନ କରାଯାଏ।

ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଅରୋଗ୍ୟ ହାର ଅଧିକ ଥିବା କହିଛନ୍ତି ଭୁବନେଶ୍ବର ସମ ହସ୍ପିଟାଲ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା  । ସେହିପରି କ୍ୟାନସରକୁ ହରାଇ ସୁସ୍ଥ ହେଉଥିବା ବ୍ୟକ୍ତି ଓ ତାଙ୍କ ପରିବାରର ଚେଷ୍ଟାକୁ ପ୍ରଶଂସା କରିଛନ୍ତି ।