Sunday, October 11, 2026
Home ଅପରାଧ ଯୁବକକୁ ପଥରରେ ଛେଚି ଛେଚି ହତ୍ୟା

ଯୁବକକୁ ପଥରରେ ଛେଚି ଛେଚି ହତ୍ୟା

5

ଭୁବନେଶ୍ଵର, ୦୬/୦୬/୨୧ (ଜିଲ୍ଲା ଖବର) : ଯୁବକକୁ ପଥରରେ ଛେଚି ଛେଚି ହତ୍ୟା। ଖାରବେଳନଗର ଥାନା ଅନ୍ତର୍ଗତ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ ପଛପଟେ ଏହି ଘଟଣା ଘଟିଛି। ମୃତକ ଜଣକ ଭଦ୍ରକ ପୁରୁଣା ବଜାରର ଶେଖ ଅବଦୁଲ। ଟ୍ରକରେ ହେଲପର ଭାବରେ ଅବଦୁଲ କାମ କରୁଥିଲା

ଖାରବେଳନଗର ଥାନା ପୋଲିସ ହତ୍ୟାକାରୀକୁ ଗିରଫ କରିଛି। ହତ୍ୟାକାରୀର ଘର ଯାଜପୁରର ଧର୍ମଶାଳା ବୋଲି ପୋଲିସ ସୂଚନା ଦେଇଛି।