Monday, October 12, 2026
Home ଆଞ୍ଚଳିକ ବାଲିଗୁଡ଼ା ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ

ବାଲିଗୁଡ଼ା ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ

134

ବାଲିଗୁଡ଼ା,୫/୬{ ସୁକାନ୍ତ କୁମାର ତ୍ରିପାଠୀ } : ବାଲିଗୁଡା ଥାନା ର ନୂତନ ଅଧିକାରୀ ଭାବେ ବାବା ଶଙ୍କର ସରାଫ କାର୍ଯ୍ୟ ରେ ଯୋଗ ଦେଇଛନ୍ତି l ପୂର୍ଵରୁ ସେ ତୁମୁଡିବନ୍ଧ ଥାନା ର ଅଧିକାରୀ ଭାବେ କାର୍ଯ୍ୟଭାର ତୁଲାଇ ଆସୁଥିଲେ l ବର୍ତ୍ତମାନ ସେ ବାଲିଗୁଡ଼ା ଥାନା ର ଅଧିକାରୀ ଅଟନ୍ତି l ଏଠାରେ ଯୋଗ ଦେବା ପରେ ଲୋକମାନଙ୍କ ଧନଜୀବନ ସୁରକ୍ଷା ସହିତ ଅପରାଧ ଦମନ ଓ ଲୋକଙ୍କୁ ଅଧିକ ସଚେତନ କରିବା ସହ କରୋନା ସଂକ୍ରମଣ କୁ ରୋକିବା ପାଇଁ ଚେଷ୍ଟl କରିବା ପ୍ରଥମ କାମ ବୋଲି ତାଙ୍କର ଭାବନା ଅଛି l