
ଶେରଗଡ,୫/୬(ଜିଲ୍ଲା ଖବର) : ଶେରଗଡ଼ ବ୍ଲକ ରେ ନୂତନ ସିଡ଼ିପିଓ ଯୋଗ ଦେଇଛନ୍ତି।ମଙ୍ଗଳ ବାର ଦିନ ଶ୍ରୀମତୀ ଗୀତା ରାଉଳ ନୂତନ ସିଡ଼ିପିଓ ଭାବେ ଯୋଗ ଦେଇଛନ୍ତି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ପୂର୍ବରୁ ଦାୟିତ୍ୱ ରେ ଥିବା ସିଡ଼ିପିଓ ବିଜୟ ଲଷ୍ମୀ ନିଷଙ୍କା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ସିଡ଼ିପିଓ ବଦଳି ପାଇଁ ଅଙ୍ଗନବାଡ଼ି କର୍ମ ଙ୍କ ମହଲ ରେ ଦୁଃଖ ର ଛାୟା ଖେଳି ଯାଇଛି ସେ ଜଣେ ମେଳାପୀ ପର ଉପକାରୀ ନିଷ୍ଠାବାନ ମଣିଷ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସ୍ମିତମୟୀ ପ୍ରଧାନ, ମିନତୀ ଜେନା,ବସନ୍ତି ଦେବୀ,କନକ ଲତା ବେହେରା,ଆଲୋକ ପାତ୍ର,ସୁପ୍ରଭା ନାୟକ,ଅନୁରାଧା ପାଢ଼ୀ,ଟୁନି ବିଷୋୟୀ, ମଞ୍ଜୁଲତା ପଟ୍ଟନାୟକ ବରିଷ୍ଠ କିରାଣୀ ଆଲୋକ ପାତ୍ର, କନିଷ୍ଠ କିରାଣୀ ସୁପ୍ରଭା ନାୟକ, ଅନୁରାଧା ପାଢ଼ୀ, ସୌମ୍ୟ ରଞ୍ଜନ ଙ୍କ ସହ ଅନ୍ୟ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ।


