Friday, November 13, 2026
Home ଆଞ୍ଚଳିକ ଗ୍ଲୋବାଲ ଟେଣ୍ଡରରେ ରାଜ୍ୟକୁ ୨ଟି ବିଡ୍

ଗ୍ଲୋବାଲ ଟେଣ୍ଡରରେ ରାଜ୍ୟକୁ ୨ଟି ବିଡ୍

10

ଭୁବନେଶ୍ଵର, ୦୫/୦୬/୨୧ (ଜିଲ୍ଲା ଖବର) :  ସମଗ୍ର ଦେଶରେ ଏବେ ଟିକାକରଣକୁ ଜୋର ଦିଆଯାଉଛି। ଦିନକୁ ଦିନ ଏହା ବଢିବାରେ ଲାଗିଛି।  ତେବେ ଟିକା ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଦେଇଥିଲେ ଏବଂ ଏଥିରେ ରାଜ୍ୟକୁ ଦୁଇଟି ବିଡ୍ ମିଳିଛି। ଟିକା ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଦେଇଥିଲେ। ଗ୍ଲୋବାଲ ଟେଣ୍ଡରରେ ରାଜ୍ୟକୁ ୨ଟି ବିଡ୍ ମିଳିଛି।

ରାଜ୍ୟ ସରକାର ୨ଟି କମ୍ପାନୀ ବିଡକୁ ଗ୍ରହଣ କରିଛନ୍ତି। ୨ଟି ବିଡ୍ ଆସିଥିବା ନେଇ ଶୁକ୍ରବାର ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।