
କୋରାପୁଟ, ୦୫/୦୬/୨୧ (ଜିଲ୍ଲା ଖବର) : ବିଏସ୍ଏଫ ଦ୍ବାରା ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଚିକାମ୍ବ ଗାଁ ନିକଟ ଜଙ୍ଗଲରୁ 151 ବାଟଲିଅନ ଏହାକୁ ଜବତ କରିଛନ୍ତି। ବିସ୍ଫୋରକ ମଧ୍ୟରେ 47 ଜିଲୋଟିନ୍, 42 ଇଲୋକ୍ଟ୍ରିନିକ ଡିଟୋନେଟର, 2 କିଲୋ ନଟ୍ ବୁଲ୍ଟ,, 50 ମିଟର ଓ୍ବାଇର ଜବତ ହୋଇଛି।



