
୦୫/୦୬/୨୧ (ଜିଲ୍ଲା ଖବର) : ସେରମ ଇଷ୍ଟିଚ୍ୟୁଟକୁ ସ୍ପୁଟିନିକ ଭି ଉତ୍ପାଦନ ପାଇଁ ଅନୁମତି । ସେରମକୁ ସ୍ପୁଟିନିକ ଭି ଉତ୍ପାଦନ ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛି। ଏହାପରେ ସେରମ ଇଷ୍ଟିଚ୍ୟୁଟ ନିଜର ହଡ଼ପସର ସ୍ଥିତ ପଞ୍ଜୀକୃତ ଫେସିଲିଟରେ ପରୀକ୍ଷଣ ଏବଂ ବିଶ୍ଲେଷଣ ପାଇଁ ସ୍ପୁଟିନିକ ଭି ଟିକାର ଉତ୍ପାଦନ କରିପାରିବ।


