Sunday, November 15, 2026
Home ଆଞ୍ଚଳିକ ପରଲୋକରେ ଶଲାବୁଢାର ଅଭିନେତା ଅଟଳ ବିହାରୀ ପଣ୍ଡା

ପରଲୋକରେ ଶଲାବୁଢାର ଅଭିନେତା ଅଟଳ ବିହାରୀ ପଣ୍ଡା

7

୦୫/୦୬/୨୧ (ଜିଲ୍ଲା ଖବର) : ବରିଷ୍ଠ ନାଟ୍ୟକାର ତଥା ଶଲାବୁଢାର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ।

ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିବାରୁ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସେ ହେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା । ସେ ଦୁଇ ଥର ରାଜ୍ୟରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।