Tuesday, November 17, 2026
Home ଆଞ୍ଚଳିକ ଗୋବିନ୍ଦପୁର ଡ୍ରେନ,ବନ୍ଯାଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ

ଗୋବିନ୍ଦପୁର ଡ୍ରେନ,ବନ୍ଯାଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ

49

ଶେରଗଡ,୪/୬(ଜିଲ୍ଲା ଖବର) : ଶେରଗଡ ତହସିଲଦାର ଡକ୍ଟର ଦୟାସିଂଧୁପରିଡା ବିଡିଓ ଶମ୍ଭୁ ନାଥ ନଂନ୍ଦୀ,ମୂଖ୍ୟ ମନ୍ତ୍ରୀ କଂ ପ୍ରତିନିଧି ଶରତଚନ୍ଦ୍ରମହାପାତ୍ର,ପଂଚାୟତ ନିର୍ବାଚିତ ପ୍ରତିନିଧି, ଆର୍ ଡି ବିଭାଗ ଯନ୍ତ୍ରୀ ପ୍ରମୁଖମିଳିତ ଗସ୍ତ କରି ଗୋବିନ୍ଦ ପୁର ଗ୍ରାମ ରେ ଡ୍ରେନନିର୍ମାଣ ଲକ୍ଷ୍ମୀ ପୁର ଗ୍ରାମ ରେ ବନ୍ଯାଆଶ୍ରୟ ସ୍ଥଳୀନିର୍ମାଣଓ ଅନ୍ଯାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ସହଆଲୋଚନାକରି ସ୍ଥାନ ନିରୂପଣ କରିଥିବା ଜଣାପଡିଛି ।

ରିପୋର୍ଟ, ଅଖିଲ କୁମାର ପଟ୍ଟନାୟକ