
ଚନ୍ଦ୍ରପୁର,୪/୬(ଜିଲ୍ଲା ଖବର) : ଚନ୍ଦ୍ରପୁର ଅଞ୍ଚଳର ଆରାଧ୍ୟ ଦେବ ବୀର ଝାଳୀୟା ପୀଠରେ ଚତୁର୍ଥ ମହାତ୍ସବ କରୋନା କଟକଣା ସହିତ ପାଳିତ ହୋଇଯାଇଅଛି ।ସକାଳ 8 ଟାରେ ନୀତିକାନ୍ତି ୧୧ଟାରେ ହୋମଯାଗ୍ୟାୟ କରି ନୀତି ପାଳନ ହୋଇଥିଲା । ହୋଇଥିଲା ଆରତୀ ହୋଇଥିଲା । ଏହି ଦିନ ପ୍ରତ୍ୟକ୍ଷ ଠାକୁର ଭାବେ ତଥା ଗୁରୁ ଗୋସାଇଁ ଭାବେ ଚନ୍ଦ୍ରପୁର ଅଞ୍ଚଳର ପରମ୍ପରା ଅନୁସାରେ ପଣ୍ଡିତ ବିଶ୍ୱନାଥ ଆଚାରୀ ବୀର ଝାଳିଆ ଙ୍କୁ ପୂଜା ଅର୍ଚନା କରାଯାଇଥିଲା ।ଏହି ସବୁ ନୀତିକାନ୍ତି କୋଭିଡ (19)କଟକଣା ନିୟମକୁ ଦୃଷ୍ଟିରେ ରଖି ସମାପନ ହୋଇଥିଲା ।ମନ୍ଦିରର ସେବକ ପଣ୍ଡିତ ବିଶ୍ୱନାଥ ଆଚାର୍ଯ୍ୟ ,ପୂଜକମିଟି ସଭାପତି k ଜଗଦୀଶ ରାଓ, ମିଟୁ ପ୍ରଧାନୀ, ସତ୍ୟ ନାରାୟଣ , ଓ ଦେବହରୀ ଭାଟ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ-କୈଳାସ ମାଳବିଶୋଇ


