Wednesday, November 18, 2026
Home ଆଞ୍ଚଳିକ ଛେଳିକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଆହତ

ଛେଳିକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଆହତ

59

ବାଲିଗୁଡ଼ା, 04/06 {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲାର ସଂକରାଖୋଲ ପଂଚାୟତ ଅନ୍ତର୍ଗତ ଅଡ଼ାବାଡ଼ି ଗ୍ରାମର ମୁଖ୍ୟ ରାସ୍ତାରେ ବ୍ରହ୍ମପୁରରୁ ଫୁଲବାଣୀ ଆସୁଥିବା ସମୟରେ ଫ୍ରିଡ଼ମ ତେଲ ଗାଡି ଆଗକୁ ହଠାତ ଏକ ଛେଳି ଆସିଯିବାରୁ ଛେଳିକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତି ଯାଇଛନ୍ତି।ଗ୍ରାମବାସୀ ଆସି ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବା ସହ ଆଶୁ ଚିକିତ୍ସା କରିଥିଲେ ।