
୦୪/୦୬/୨୧ (ଜିଲ୍ଲା ଖବର) : ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ରେପୋ ରେଟ୍ 4 ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ 3.35 ପ୍ରତିଶତ ରହିଲା । ଷଷ୍ଠ ଥର ପାଇଁ ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ଏପ୍ରିଲ ମାସରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିଲା । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।


