Monday, November 16, 2026
Home ଆଞ୍ଚଳିକ ଗତ 24 ଘଣ୍ଟାରେ 39 ମୁଣ୍ଡ ନେଲା କରୋନା

ଗତ 24 ଘଣ୍ଟାରେ 39 ମୁଣ୍ଡ ନେଲା କରୋନା

9

ଭୁବନେଶ୍ୱର, ୦୪/୦୬/୨୧ (ଜିଲ୍ଲା ଖବର) :  ଗତ 24 ଘଣ୍ଟାରେ 39 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2912 । ଏପ୍ରିଲ ମାସରେ ରାଜ୍ୟରେ 1,13,591 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 118 ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ମେ ମାସରେ 3, 20,803 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 711 ମୁଣ୍ଡ ନେଇଛି ମହାମାରୀ । ସେହିପରି ଜୁନ ମାସର ପ୍ରଥମ ଚାରି ଦିନରେ 33,702 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 158 ମୁଣ୍ଡ ନେଲା କୋରୋନା ।