
ବାଲେଶ୍ୱର,୦୪/୦୬/୨୧ (ଜିଲ୍ଲା ଖବର) : ବାଲେଶ୍ୱର ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ଚଢ଼ାଉ । 2 କେଜି ରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାର ଆନୂମାନିକ ମୁଲ୍ୟ 2 କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାସହ 3 ଜଣକୁ ଗିରଫ କରିଛି ଏସଟିଏଫ । ବ୍ରାଉନସୁଗର ବିକିବାକୁ ଜଗିଥିବା ବେଲେ ଗ୍ରାହକ ବେଶରେ ମାଡି ବସିଲା ଏସଟିଏଫ । 3 ବେପାରୀଙ୍କୁ ଧଳାଜହର ଲିଙ୍କ ନେଇ ଚାଲିଛି ଖୋଳତାଡ ।



