Monday, November 16, 2026
Home ଆଞ୍ଚଳିକ ଏମକେସିଜି ମେଡିକାଲରେ ବର୍ଷା ପାଣି

ଏମକେସିଜି ମେଡିକାଲରେ ବର୍ଷା ପାଣି

7

ବ୍ରହ୍ମପୁର, ୦୩/୦୬/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ଏମକେସିଜି ମେଡିକାଲରେ ବର୍ଷା ପାଣି। ବ୍ରହ୍ମପୁରରେ ଆଗି ସକାଳୁ ବର୍ଷା ଲାଗି ରହିଛି। ବର୍ଷା ପ୍ରଭାବରେ ଦକ୍ଷିଣ ଓଡିଶାର MKCG ମେଡିକାଲ ପଲୁମନାରୀ ବିଭାଗରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ବର୍ଷା ପାଣି ଆସ୍ତେଆସ୍ତେ ପାଣି ନିଷ୍କାସନ ହେଉଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।