Thursday, November 12, 2026
Home ଆଞ୍ଚଳିକ ହେବନି ସିବିଏସଇ ଦ୍ଵାଦଶ ପରୀକ୍ଷା

ହେବନି ସିବିଏସଇ ଦ୍ଵାଦଶ ପରୀକ୍ଷା

13

୦୨/୦୬/୨୧ (ଜିଲ୍ଲା ଖବର) : ଏଥର ହେବନି ସିବିଏସଇ ଦ୍ଵାଦଶ ପରୀକ୍ଷା।  ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରଙ୍କ ଅନ୍ତ୍ରରୀଣ ମୂଲ୍ୟାଙ୍କନ ଆଧାରରେ ପରୀକ୍ଷା ଫଳ ପ୍ରକାଶ ହେବ। ଛାତ୍ରଛାତ୍ରୀଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୋଦି କହିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା।