
ବାଲିଗୁଡ଼ା ,୦୨/୦୬/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଘଡଘଡି ସହିତ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇଯାଇଛି |
ଏହି ବର୍ଷାର ପ୍ରକୋପ ଏତେ ପ୍ରଖର ଥିଲା ଯେ ଲୋକେ ପଦାକୁ ବାହାରି ପାରିନଥିଲେ | ବିଜୁଳି ଘଡଘଡି ସହିତ ବର୍ଷା ପ୍ରାୟ 50 ମିନଟ ଧରି ଲାଗି ରହିଥିଲା |
ଏହାର ପ୍ରଭାବରେ ରେ ଜନ ଜୀବନ ଜାନବାହାନ ଠପ ହୋଇଯାଇଥିଲା | ଏହି ସମୟରେ ବିଜୁଳି ନଥିବା ଦେଖିବାକୁ ମିଳିଥିଲା |
ବାଲିଗୁଡ଼ା , ସୁକାନ୍ତ କୁମାର ତ୍ରିପାଠୀ





