Thursday, November 12, 2026
Home ଆଞ୍ଚଳିକ ପୁଣି ରାଜ୍ୟରେ ୮ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ: ଆଜି ୮,୩୯୯

ପୁଣି ରାଜ୍ୟରେ ୮ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ: ଆଜି ୮,୩୯୯

9

ଭୁବନେଶ୍ୱର, ୦୨/୦୬/୨୧ (ଜିଲ୍ଲା ଖବର) : ପୁଣି ରାଜ୍ୟରେ ୮ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ସୂଚନା ରହିଛି । ରାଜ୍ୟରେ ଗତ ୨୪ ଘଂଟାରେ ୮,୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭୪୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୩୬୫୮। ପ୍ରତ୍ୟେକ ଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ି ବମି ଚାଲିଥିବାବେଳେ, ଏହାକୁ ନେଇ ରାଜ୍ୟବାସୀ ଚିନ୍ତା ପ୍ରକଟ କରୁଛନ୍ତି।