Tuesday, October 13, 2026
Home ଆଞ୍ଚଳିକ ବଜରଙ୍ଗ ଦଳ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବଜରଙ୍ଗ ଦଳ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

20

ବାଲିଗୁଡ଼ା,୨/୬ { ସୁକାନ୍ତ କୁମାର ତ୍ରିପାଠୀ } : କୋଟଗଡ଼ ବ୍ଲକରେ ବଜରଙ୍ଗ ଦଳ ତରଫରୁ ଦୁର୍ଗମ ଅଂଚଳ ରେ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି| |କେଶ୍ରାଗୁଡ଼ା,ଡେଙ୍ଗଗୁଡ଼ା ,କଲୋନିସାହି ,ହରିପୁର, ବାନ୍ଧକା ଆଦି ଗ୍ରାମ ରେ ବସବାସ ଗରିବ ପରିବାରକୁ ବଜରଙ୍ଗ ଦଳ ପକ୍ଷରୁ ବଣ୍ଟନ କରାଯାଇଛି |ଏଠି ସହିତ ଗ୍ରାମ ଗ୍ରାମ ରେ ମହାମାରୀ କୋରନା ସମ୍ପର୍କ ରେ ସଚେତନତା କାର୍ଯ୍ୟ ଜାରୀ ରଖିଛନ୍ତି |କୋଟଗଡ ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳ ରେ ବଜରଙ୍ଗ ଦଳ ର ସଦସ୍ୟ ଶୁଭମ ସୁବୁଦ୍ଧି, ନାରାୟଣ ପାତ୍ର, ରାହୁଲ ସୁବୁଦ୍ଧି ସୋନୁ ପ୍ରଧାନ, ବିଘ୍ନରାଜ ନାୟକ, ସନ୍ତୋଷ ବିଶୋଇ, ରାଜେଶ ପାତ୍ର ଶିବ ରାମ ଦୋରା, ସୌରଭ ସୁବୁଦ୍ଧି ପ୍ରମୁଖ ଯାଇ, ଚାଉଳ, ଆଳୁ, ପିଆଜ, ଡାଲି, ଚୁଡା, ସାନିଟାଇଜ, ମାକ୍ସ ଆଦି ବଣ୍ଟନ କରିଛନ୍ତି |