Monday, November 16, 2026
Home ଆଞ୍ଚଳିକ ରାଜଧାନୀରେ ଏମିତି ଚାଲିଛି ଲକଡାଉନ୍: ରଜ, ସାବିତ୍ରୀ ପାଇଁ ଲୋକେ ବୋହିନେଲ ଶାଢୀ

ରାଜଧାନୀରେ ଏମିତି ଚାଲିଛି ଲକଡାଉନ୍: ରଜ, ସାବିତ୍ରୀ ପାଇଁ ଲୋକେ ବୋହିନେଲ ଶାଢୀ

26

ଭୁବନେଶ୍ୱର, ୦୧/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ଠାରୁ ଆରମ୍ବ ହୋଇଛି ୩.୦ ଲାକଡାଉନ । ରାଜଧାନୀ ଭୁବନେଶ୍ୱରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଅତ୍ୟାବଶକ୍ୟ ଦୋକାନ ଗୁଡିକ ଖୋଲିଛି ଯାହା ସକାଳ୬ ଟା ରୁ ୧୧ ଯାଏ ଖୋକିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

କିନ୍ତୁ ରାଜଧାନୀରେ ଥିବା ସବୁଠାରୁ ବଡ଼ ମା’ ତାରିଣୀ ଶାଢ଼ୀ ବସ୍ତ୍ରାଲୟ ଆଗ ପଟରୁ ତାଲା ଝୁଲୁଥିବା ବେଳେ ପଛ ପଟରୁ ବେଧଡକ ଭାବରେ ଚାଲିଛି ରଜ, ସାବିତ୍ରୀର ଶାଢ଼ୀ କିଣା। ନା ଅଛି ସୋସିଆଲ distance  ନା ମାନୁଛନ୍ତି covid କଟକଣା । ଗୋଟିଏ ପଟେ କରୋନାକୁ ନେଇ ସମସ୍ତେ ଭୟଭୀତ ,ବଂ ଚିନ୍ତିତ। ଦିନକୁ ଦିନ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କିଛି ଦୋକାନୀ ତାଙ୍କର ମନମାନି ଜାରି ରଖିଛନ୍ତି।